ଓଡିଶୀ ଗାୟନ ଶୈଳୀର ଉଚ୍ଚାନ୍ନ ଠାଣୀ ଓ ଉଦାତ୍ତ ସ୍ଵର ବିନ୍ୟାସ ରେ ତାଂକ ସମକକ୍ଷ ଶିଳ୍ପୀ ଆଜି ଯାଏ ସୃଷ୍ଟି ହୋଇନାହାନ୍ତି ।